ଶୂଳି Ṡuḻi
- ଦେ. ବି (ସଂ. ଶୂଳ) — ଅପରାଧୀମାନଙ୍କୁ ତହିଁ ଉପରେ ବସାଇ ଗୁହ୍ୟଦ୍ୱାର ବାଟେ ଫୁଟାଇ ବଧ କରିବା ନିମନ୍ତେ ବ୍ଯବହୃତ ଭୂମିରେ ପ୍ରୋଥିତ ତୀକ୍ଷ୍ଣାଗ୍ର ଲୌହଶଳାକା ବିଶେଷ — Iron stakes for impaling offenders to death
- ପ୍ରାଦେ (ସମ୍ବଲପୁର) ବି — କିଆରିରୁ ଧାନ ହଳା ବୁହାଯିବା ଭାର — Double load of paddy sheaves carried across the shoulder on both ends of a pole