ଶୂଳିଆ Ṡūḻiā

  • ଦେ. ବି ଓ ବିଣ — ଦଣ୍ଡିତ ବ୍ଯକ୍ତିକୁ ଶୂଳିରେ ଚଢ଼ାଇବା ପାଇଁ ନିଯୁକ୍ତ ଲୋକ — A person who impales offenders on stakes
  • ଦେ. ବି ଓ ବିଣ — ଶୂଳ ଦଣ୍ଡରେ ଦଣ୍ଡିତ ଅପରାଧୀ — An offender adjudged to the stake