ଶୂନ୍ୟ Ṡūnya

  • ସଂ. ବି (ସୁ=ଅତିଶୟ+ଊନ=ନ୍ୟୂନ+ଯ, ନିପାତନ କିମ୍ବା ଶୂନା=ପ୍ରାଣିବଧ+ହିତାର୍ଥେ. ଯ) — ଆକାଶ — The sky; the void
  • ସଂ. ବି (ସୁ=ଅତିଶୟ+ଊନ=ନ୍ୟୂନ+ଯ, ନିପାତନ କିମ୍ବା ଶୂନା=ପ୍ରାଣିବଧ+ହିତାର୍ଥେ. ଯ) — ବାୟୁ ବା ଅନ୍ୟବସ୍ତୁ ରହିତ ରିକ୍ତ ସ୍ଥାନ — Empty space; vacuum; vacant space
  • ସଂ. ବି (ସୁ=ଅତିଶୟ+ଊନ=ନ୍ୟୂନ+ଯ, ନିପାତନ କିମ୍ବା ଶୂନା=ପ୍ରାଣିବଧ+ହିତାର୍ଥେ. ଯ) — ରିକ୍ତତାସୂଚକ ବିନ୍ଦୁ 'ଠ'; ସଂଖ୍ୟା ନ ଥିବାର ପରିଚାୟକ ମଣ୍ଡଳ — Zero; a dot; a cypher
  • ସଂ. ବି (ସୁ=ଅତିଶୟ+ଊନ=ନ୍ୟୂନ+ଯ, ନିପାତନ କିମ୍ବା ଶୂନା=ପ୍ରାଣିବଧ+ହିତାର୍ଥେ. ଯ) — ଅଭାବ — Want
  • ସଂ. ବି (ସୁ=ଅତିଶୟ+ଊନ=ନ୍ୟୂନ+ଯ, ନିପାତନ କିମ୍ବା ଶୂନା=ପ୍ରାଣିବଧ+ହିତାର୍ଥେ. ଯ) — ରିକ୍ତତା — Emptiness
  • ସଂ. ବି (ସୁ=ଅତିଶୟ+ଊନ=ନ୍ୟୂନ+ଯ, ନିପାତନ କିମ୍ବା ଶୂନା=ପ୍ରାଣିବଧ+ହିତାର୍ଥେ. ଯ) — ନିର୍ଜ୍ଜନସ୍ଥାନ — Lonely place
  • ସଂ. ବି (ସୁ=ଅତିଶୟ+ଊନ=ନ୍ୟୂନ+ଯ, ନିପାତନ କିମ୍ବା ଶୂନା=ପ୍ରାଣିବଧ+ହିତାର୍ଥେ. ଯ) — ଅନବସ୍ଥିତି — Non-existence; non-entity. (Apte)
  • ବିଣ — ରିକ୍ତ; ଖାଲି — Empty; vacant
  • ବିଣ — ଫମ୍ପା — Hollow
  • ବିଣ — ନିର୍ଜ୍ଜନ — Lonely; desolate
  • ବିଣ — ନିସ୍ତବ୍ଧ — Still
  • ବିଣ — ତୁଚ୍ଛ — Trifling