ଶୁସ Ṡusa

  • ପ୍ରାଦେ (ବାଲେଶ୍ୱର) ବି — (ସଂ ଶୁଷ)—ଜଳା; ଫାଟ, କଣା — Crack
  • ପ୍ରାଦେ (ବାଲେଶ୍ୱର) ବି — (ସଂ ଶୋଷ) ଶୋଷ; ତୃଷା — Thirst