ଶୁଷ୍ମ Ṡushma
- ସଂ. ବି. କ୍ଳୀ ଓ ପୁଂ (ଶୁଷ୍ ଧାତୁ କର୍ତ୍ତୃ ମ ଓ ମନ୍=ଶୁଷ୍ମନ୍ ଶବ୍ଦ 1 ମା, 1 ବଚନ) — ଅଗ୍ନି — Fire
- ସଂ. ବି. କ୍ଳୀ ଓ ପୁଂ (ଶୁଷ୍ ଧାତୁ କର୍ତ୍ତୃ ମ ଓ ମନ୍=ଶୁଷ୍ମନ୍ ଶବ୍ଦ 1 ମା, 1 ବଚନ) — ସୂର୍ଯ୍ୟ — The sun
- ସଂ. ବି. କ୍ଳୀ ଓ ପୁଂ (ଶୁଷ୍ ଧାତୁ କର୍ତ୍ତୃ ମ ଓ ମନ୍=ଶୁଷ୍ମନ୍ ଶବ୍ଦ 1 ମା, 1 ବଚନ) — ବାୟୁ — Wind air
- ସଂ. ବି. କ୍ଳୀ ଓ ପୁଂ (ଶୁଷ୍ ଧାତୁ କର୍ତ୍ତୃ ମ ଓ ମନ୍=ଶୁଷ୍ମନ୍ ଶବ୍ଦ 1 ମା, 1 ବଚନ) — ବଳ; ବୀର୍ଯ୍ୟ — Might; strength
- ସଂ. ବି. କ୍ଳୀ ଓ ପୁଂ (ଶୁଷ୍ ଧାତୁ କର୍ତ୍ତୃ ମ ଓ ମନ୍=ଶୁଷ୍ମନ୍ ଶବ୍ଦ 1 ମା, 1 ବଚନ) — ତେଜଃ; ଦୀପ୍ତି — Lustre; glow, glory. splendour
- ସଂ. ବି. କ୍ଳୀ ଓ ପୁଂ (ଶୁଷ୍ ଧାତୁ କର୍ତ୍ତୃ ମ ଓ ମନ୍=ଶୁଷ୍ମନ୍ ଶବ୍ଦ 1 ମା, 1 ବଚନ) — ପକ୍ଷୀ — Bird
- ସଂ. ବି. କ୍ଳୀ ଓ ପୁଂ (ଶୁଷ୍ ଧାତୁ କର୍ତ୍ତୃ ମ ଓ ମନ୍=ଶୁଷ୍ମନ୍ ଶବ୍ଦ 1 ମା, 1 ବଚନ) — ଚିତ୍ରକ ବୃକ୍ଷ — Plumbago Zeylanica (plant)