ଶୁଲ୍ୱ Ṡulwa

  • ସଂ. ବି—(ଶୁଲ୍ୱ ଧାତୁ+କରଣ ଅ; କିମ୍ବା ଶୁଧ୍ ଧାତୁ+କରଣ ବ; କିମ୍ବା ଶୁଚ ଧାତୁ+ବ) — ରଜ୍ଜୁ — Chord
  • ସଂ. ବି—(ଶୁଲ୍ୱ ଧାତୁ+କରଣ ଅ; କିମ୍ବା ଶୁଧ୍ ଧାତୁ+କରଣ ବ; କିମ୍ବା ଶୁଚ ଧାତୁ+ବ) — ତାମ୍ର — Copper
  • ସଂ. ବି—(ଶୁଲ୍ୱ ଧାତୁ+କରଣ ଅ; କିମ୍ବା ଶୁଧ୍ ଧାତୁ+କରଣ ବ; କିମ୍ବା ଶୁଚ ଧାତୁ+ବ) — ଯଜ୍ଞକର୍ମ — A vedic sacrifice
  • ସଂ. ବି—(ଶୁଲ୍ୱ ଧାତୁ+କରଣ ଅ; କିମ୍ବା ଶୁଧ୍ ଧାତୁ+କରଣ ବ; କିମ୍ବା ଶୁଚ ଧାତୁ+ବ) — ଆଚାର — Rule of conduct
  • ସଂ. ବି—(ଶୁଲ୍ୱ ଧାତୁ+କରଣ ଅ; କିମ୍ବା ଶୁଧ୍ ଧାତୁ+କରଣ ବ; କିମ୍ବା ଶୁଚ ଧାତୁ+ବ) — ରୀତି — Usage
  • ସଂ. ବି—(ଶୁଲ୍ୱ ଧାତୁ+କରଣ ଅ; କିମ୍ବା ଶୁଧ୍ ଧାତୁ+କରଣ ବ; କିମ୍ବା ଶୁଚ ଧାତୁ+ବ) — ଜଳ— ସନ୍ନିଧି; ଜଳାଶୟର କୂଳ — Nearness to water; brink of water