ଶୁତିବା Ṡutibā

  • ଦେ. (ପ୍ରାଚୀନ ପଦ୍ଯ) କ୍ରି—(ସଂ. ଶୀ ଧାତୁ) — ଶୋଇବା — To sleep
  • ଦେ. (ପ୍ରାଚୀନ ପଦ୍ଯ) କ୍ରି—(ସଂ. ଶୀ ଧାତୁ) — [ଉ—ପଲଙ୍କେ ଶୁତିଲା ରାମା ଏତେକ କହି—ପ୍ରାଚୀ, ଶିଶୁଶଙ୍କର, ଉଷାଭିଳାଷ।]
  • ଦେ. (ପ୍ରାଚୀନ ପଦ୍ଯ) କ୍ରି—(ସଂ. ଶୀ ଧାତୁ) — ଭୂମିରେ ଲମ୍ବମାନ ହେବା — To be flat on the ground