ଶୁଖ Ṡukha
- ଦେ. ବିଣ (ସଂ. ଶୁଷ୍କ; ପ୍ରା. ସୁକ୍ଖ) — ଶୁଷ୍କ; ଶୁଖିଲା — 1. Dry
- ଦେ. ବି — ଶୁଷ୍କ ସ୍ଥାନ — Dry. place
- ଦେ. ବି — ନିର୍ଜଳ ସ୍ଥାନ — Waterless place
- ଦେ. ବି — ଜଳାଶୟ ଆଦିର କୂଳ ଭୂମି — The bank or land near water
- ଦେ. ବି — [ଯଥା—କିମ୍ଭୀର ପାଣିରୁ ଉଠିଆସି ଶୁଖରେ ପଡ଼ିଛି।]