ଶୁଅର୍ Ṡuar

  • ଦେ ଓ ବୈଦେ. ବି—(ସଂ. ଶୂକର; ଫା—ଶୁଅର୍) — ଘୁଷୁରି — A pig
  • ଦେ ଓ ବୈଦେ. ବି—(ସଂ. ଶୂକର; ଫା—ଶୁଅର୍) — ଘୁଷୁରି ପରି ଘୃଣ୍ୟ ବ୍ଯକ୍ତି — A detestable person (like a pig)