ଶୀଳିତ Ṡiḻita
- ସଂ. ବିଣ (ଶୀଳ୍ ଧାତୁ=ଅଭ୍ୟାସ କରିବା+କର୍ମ. ତ) — ଅଭ୍ୟସ୍ତ — Habituated; practised
- ସଂ. ବିଣ (ଶୀଳ୍ ଧାତୁ=ଅଭ୍ୟାସ କରିବା+କର୍ମ. ତ) — ପ୍ରବର୍ତ୍ତିତ — Promulgated
- ସଂ. ବିଣ (ଶୀଳ୍ ଧାତୁ=ଅଭ୍ୟାସ କରିବା+କର୍ମ. ତ) — ଶିକ୍ଷିତ — Educated; trained
- ସଂ. ବିଣ (ଶୀଳ୍ ଧାତୁ=ଅଭ୍ୟାସ କରିବା+କର୍ମ. ତ) — ଆଲୋକିତ — Discussed