ଶୀର୍ଷ Ṡīrsha

  • ସଂ. ବି (ଶିରସ୍ ସ୍ଥାନରେ ଶୀର୍ଷ; ଶୀରସ୍ ଶବ୍ଦର ଅନ୍ଯରୂପ) — ଶିଖର; ଶିରଃ; ମୁଣ୍ଡ; ମସ୍ତକ — Head
  • ସଂ. ବି (ଶିରସ୍ ସ୍ଥାନରେ ଶୀର୍ଷ; ଶୀରସ୍ ଶବ୍ଦର ଅନ୍ଯରୂପ) — ଚୂଡ଼ା; ଅଗ୍ରଭାଗ — Top; summit
  • ସଂ. ବି (ଶିରସ୍ ସ୍ଥାନରେ ଶୀର୍ଷ; ଶୀରସ୍ ଶବ୍ଦର ଅନ୍ଯରୂପ) — କୃଷ୍ଣ ଅଗୁରୁ — Black agalochium