ଶୀତ Ṡīta
- ସଂ. ବିଣ (ଶ୍ୟୈ ଧାତୁ=ଗମନ କରିବା+କର୍ତ୍ତୃ. ତ) — ଶୀତଳ; ଥଣ୍ଡା — Cold. cool; frigid; chilly
- ସଂ. ବିଣ (ଶ୍ୟୈ ଧାତୁ=ଗମନ କରିବା+କର୍ତ୍ତୃ. ତ) — ଜଡ଼ — Inert
- ସଂ. ବି — ହିମଋତୁ; ପୌଷ ଓ ମାଘ ମାସ; ଶିଶିର ଋତୁ — 1. Winter season, cold season
- ସଂ. ବି — ଜଳ — Water
- ସଂ. ବି — କର୍ପୂର — Camphor
- ସଂ. ବି — ବହୁବାର; ଗରଭଣା — Cordia Myxa tree
- ସଂ. ବି — ବେତଲତା — Cane creeper; Calamus Rotung; ratan
- ସଂ. ବି — ଏକ ପ୍ରକାର ଚନ୍ଦନ — A species; of sandal wood
- ସଂ. ବି — ଶୀତଳତା; ଶୈତ୍ୟ; ଥଣ୍ଡା— ଗୁଣ — Coolness; coldness; chill
- ଦେ. ବି — ଦେହରେ ଥଣ୍ଡା ଲାଗିବା ଯୋଗୁ ଅନଭୁତି; ଜାଡ଼ — Sensation of cold