ଶୀତଳୀ Ṡītaḻī

  • ସଂ. ବି—(ଶୀତଳ+ଇ; ଏବା ବ୍ରଣାଦି ରୋଗମାନଙ୍କୁ ଶୀତଳ କରିବା ଯୋଗୁଁ ଏହି ନାମ) — ପାଣି ଶିଉଳୀ— [ଦ୍ର—ଏହା ରକ୍ତାଦି ପରିଷ୍କାରକ ବଳକର ଓ ବିଷଦୋଷ ନାଶକ) — An aquatic plant; Limnanthe- mum Indicum or Cristatum
  • ସଂ. ବି—(ଶୀତଳ+ଇ; ଏବା ବ୍ରଣାଦି ରୋଗମାନଙ୍କୁ ଶୀତଳ କରିବା ଯୋଗୁଁ ଏହି ନାମ) — [ଦ୍ର— ଏହାର ପତ୍ର ପଦ୍ମ ପତ୍ରର ଆକାର ବିଶିଷ୍ଟ; ମାତ୍ର ପତଳା, କ୍ଷୁଦ୍ର, ମସୃଣତର ଓ ଦନ୍ତୁର। ବ୍ରଣ, ଘାଆ, ଫୁଲା, ଆଦି ଉପରେ ଏହାକୁ ପକାଇଲେ ଉପକାର ହୁଏ।]