ଶୀତ ରସ Ṡīta rasa

  • ସଂ. ବି (ବୈଦ୍ଯକ) — ଅପକ୍ୱ ଇକ୍ଷୁରସଜାତ ମଦିରା — Spirit or wine obtained from unfermented or unboiled sugarcane juice
  • ସଂ. ବି (ବୈଦ୍ଯକ) — [ଦ୍ର—ଏହା ପକ୍ୱରସଜାତ ସୀଧୁ ଅପେକ୍ଷା ଗୁଣ ହୀନ କିନ୍ତୁ ପୁଷ୍ଟିକର ଓ ମଳବର୍ଦ୍ଧକ।]