ଶୀଗଲ Ṡīgal

  • ଦେ. ବି (ଇଂ. ଶୀଗଲ୍) — ସମୁଦ୍ରକୂଳେ ବସା କରି ରହୁଥିବା କ୍ଷୁଦ୍ର ପକ୍ଷି ବିଶେଷ, (ଦ୍ର—ଏମାନେ ସମୁଦ୍ର ବକ୍ଷରେ ବିଶେଷତଃ ଢେଉ ଉପରେ ଭାସୁଥାଆନ୍ତି) — Seagull