ଶିଶୁ Ṡiṡu

  • ସଂ. ବି (ଶିଶ୍ ଧାତୁ=ଗମନ କରିବା+କର୍ତ୍ତୃ ଉ) — 1 ଜୀବଶାବକ; ଜନ୍ତୁଙ୍କର ଛୁଆ; — 1ଜୀବଶାବକ; ଜନ୍ତୁଙ୍କର ଛୁଆ;—1. The young of animals
  • ସଂ. ବି (ଶିଶ୍ ଧାତୁ=ଗମନ କରିବା+କର୍ତ୍ତୃ ଉ) — [ଦ୍ର—ବ୍ରହ୍ମପୁରାଣ ଓ ମନୁସଂହିତା ମତରେ ଜନ୍ମ ଠାରୁ 8 ବର୍ଷ ବୟସ୍କ ବାଳକକୁ ଶିଶୁ ବୋଲାଯାଏ। ଏମାନଙ୍କର ଭକ୍ଷ୍ୟାଭକ୍ଷ୍ୟ, ବାଚ୍ୟାବାଚ୍ୟ ପ୍ରଭୃତି କିଛି ନାହିଁ। 4 ବର୍ଷ ଠାରୁ 8 ବର୍ଷ ପର୍ଯ୍ୟନ୍ତ ଶିଶୁର ପ୍ରତିନିଧିରୂପେ ମାତାପିତା ପ୍ରଭୃତି ଗୁରୁଜନ ତା ପାଇଁ ବ୍ରତାଦି ପାଳନ କରିବେ। ମନୁରେ ଅଛି ଯେ, ଜାତ ଶିଶୁ 4 ମାସ ପର୍ଯ୍ୟନ୍ତ ସୂତିକାଗୃହରେ ରହିବ 4 ମାସ ପୂରିଲେ ସୂର୍ଯ୍ୟଦର୍ଶନ ପାଇଁ ସୂତିକାଗାରରୁ ଏହାର ନିଷ୍କ୍ରାମଣ କରାଇବ। ମହାନିର୍ବାଣତନ୍ତ୍ରରେ ଅଛି ଯେ, ଶିଶୁକୁ ତ୍ୟାଗ କରି ପ୍ରବ୍ରଜ୍ୟା ଅବଲମ୍ବନ କରିବ ନାହିଁ— (ବିଶ୍ୱକୋଷ)।] — [ଦ୍ର—ବ୍ରହ୍ମପୁରାଣ ଓ ମନୁସଂହିତା ମତରେ ଜନ୍ମ ଠାରୁ8ବର୍ଷ ବୟସ୍କ ବାଳକକୁ ଶିଶୁ ବୋଲାଯାଏ ଏମାନଙ୍କର ଭକ୍ଷ୍ୟାଭକ୍ଷ୍ୟ, ବାଚ୍ୟାବାଚ୍ୟ ପ୍ରଭୃତି କିଛି ନାହିଁ4ବର୍ଷ ଠାରୁ8ବର୍ଷ ପର୍ଯ୍ୟନ୍ତ ଶିଶୁର ପ୍ରତିନିଧିରୂପେ ମାତାପିତା ପ୍ରଭୃତି ଗୁରୁଜନ ତା ପାଇଁ ବ୍ରତାଦି ପାଳନ କରିବେ ମନୁରେ ଅଛି ଯେ, ଜାତ ଶିଶୁ4ମାସ ପର୍ଯ୍ୟନ୍ତ ସୂତିକାଗୃହରେ ରହିବ4ମାସ ପୂରିଲେ ସୂର୍ଯ୍ୟଦର୍ଶନ ପାଇଁ ସୂତିକାଗାରରୁ ଏହାର ନିଷ୍କ୍ରାମଣ କରାଇବ ମହାନିର୍ବାଣତନ୍ତ୍ରରେ ଅଛି ଯେ, ଶିଶୁକୁ ତ୍ୟାଗ କରି ପ୍ରବ୍ରଜ୍ୟା ଅବଲମ୍ବନ କରିବ ନାହିଁ— (ବିଶ୍ୱକୋଷ)]
  • ସଂ. ବି (ଶିଶ୍ ଧାତୁ=ଗମନ କରିବା+କର୍ତ୍ତୃ ଉ) — 2 ଆଠ (ମତାନ୍ତରରେ 16 ) ବର୍ଷରୁ ନିମ୍ନ ବୟସ୍କ ବାଳକବାଳିକା — 2ଆଠ (ମତାନ୍ତରରେ16) ବର୍ଷରୁ ନିମ୍ନ ବୟସ୍କ ବାଳକବାଳିକା—2. Child below 8 years
  • ସଂ. ବି (ଶିଶ୍ ଧାତୁ=ଗମନ କରିବା+କର୍ତ୍ତୃ ଉ) — 3 ଦୁଧଖିଆ ପିଲା, ଯାହାର ଅନ୍ନପ୍ରାଶନ ହୋଇ. ନ ଥାଏ — 3ଦୁଧଖିଆ ପିଲା, ଯାହାର ଅନ୍ନପ୍ରାଶନ ହୋଇ. ନ ଥାଏ—3. A child not yet weaned from its mother; infant
  • ସଂ. ବି (ଶିଶ୍ ଧାତୁ=ଗମନ କରିବା+କର୍ତ୍ତୃ ଉ) — 4 କୁମାର; କାର୍ତ୍ତିକେୟ (ବିଶ୍ୱକୋଷ) — 4କୁମାର; କାର୍ତ୍ତିକେୟ (ବିଶ୍ୱକୋଷ)—4. Kārttikeya
  • ସଂ. ବି (ଶିଶ୍ ଧାତୁ=ଗମନ କରିବା+କର୍ତ୍ତୃ ଉ) — 5 ଡିମ୍ବ; ଅଣ୍ଡା — 5ଡିମ୍ବ; ଅଣ୍ଡା—5. Egg
  • ବିଣ. — ଅତି ଅଳ୍ପବୟସ୍କ — Of tender age
  • ଦେ. ବି — 1 (ସଂ. ଶିଂଶପା)—ସାରବାନ୍ କଠିନ କାଷ୍ଠବିଶିଷ୍ଟ ପାର୍ବତ୍ୟ ବୃକ୍ଷବିଶେଷ — 1(ସଂ. ଶିଂଶପା)—ସାରବାନ୍ କଠିନ କାଷ୍ଠବିଶିଷ୍ଟ ପାର୍ବତ୍ୟ ବୃକ୍ଷବିଶେଷ— 1. A timber tree; the black wood; Sissoo tree; Dalbergia Sissoo
  • ଦେ. ବି — [ଦ୍ର—ବୈଦ୍ୟଶାସ୍ତ୍ର ଅନୁସାରେ ଏହା କଟୁତିକ୍ତ କଷାୟ ରସ, ଉଷ୍ଣବୀର୍ଯ୍ଯ, ଅଗ୍ନିବର୍ଦ୍ଧକ ଓ ଗର୍ଭପାତକ, ଓ ଶୋଷ ମେଦ, କୁଷ୍ଠ, ଶ୍ୱତ୍ର, ବି*, କୃମି, ବସ୍ତିବେଦନା, ବ୍ରଣ, ଦାହ, ରକ୍ତଦୋଷ ଓ କଫନାଶକ। ଶ୍ୱେତ, ପୀତ, କୃଷ୍ଣ— ଭେଦରେ ଶିଶୁଗଛ 3 ପ୍ରକାର। ସମସ୍ତଙ୍କ ଗୁଣ ପ୍ରାୟ ସମାନ। ଦ୍ରବ୍ଯଗୁଣ କଳ୍ପଦ୍ରୁମର ବର୍ଣ୍ଣନାନୁସାରେ ଶ୍ୱେତ, ଶ୍ୟାମଳ ଓ କପିଳବର୍ଣ୍ଣଭେଦରେ ଶିଶୁ ଗଛ 3 ପ୍ରକାର। — [ଦ୍ର—ବୈଦ୍ୟଶାସ୍ତ୍ର ଅନୁସାରେ ଏହା କଟୁତିକ୍ତ କଷାୟ ରସ, ଉଷ୍ଣବୀର୍ଯ୍ଯ, ଅଗ୍ନିବର୍ଦ୍ଧକ ଓ ଗର୍ଭପାତକ, ଓ ଶୋଷ ମେଦ, କୁଷ୍ଠ, ଶ୍ୱତ୍ର, ବି*, କୃମି, ବସ୍ତିବେଦନା, ବ୍ରଣ, ଦାହ, ରକ୍ତଦୋଷ ଓ କଫନାଶକ ଶ୍ୱେତ, ପୀତ, କୃଷ୍ଣ— ଭେଦରେ ଶିଶୁଗଛ3ପ୍ରକାର ସମସ୍ତଙ୍କ ଗୁଣ ପ୍ରାୟ ସମାନ ଦ୍ରବ୍ଯଗୁଣ କଳ୍ପଦ୍ରୁମର ବର୍ଣ୍ଣନାନୁସାରେ ଶ୍ୱେତ, ଶ୍ୟାମଳ ଓ କପିଳବର୍ଣ୍ଣଭେଦରେ ଶିଶୁ ଗଛ3ପ୍ରକାର
  • ଦେ. ବି — ଏହି ଶିମ୍ବାଦିବର୍ଗର ଉଚ୍ଚ ତରୁବିଶେଷ; ପତ୍ର ଏକୋତ୍ତର; ପର୍ଣ୍ଣ ଅଣ୍ଡାକାର; ବର୍ଷକୁ ବର୍ଷ ଗଛରୁ ପୁରୁଣା ପତ୍ର ଝଡ଼ି ପୁଣି ନୂଆ ପତ୍ର କଅଁଳେ; ଖରାଦିନେ ଫୁଲ ଧରେ; ଏହାର ଛୁଇଁ ଲମ୍ବ ଓ ପ୍ରତ୍ୟେକ ଛୁଇଁରେ 1 ଠାରୁ 3 ପର୍ଯ୍ୟନ୍ତ ମଞ୍ଜିଥାଏ। ଗଡ଼ଜାତର ପାର୍ବତ୍ୟପ୍ରଦେଶରେ ଶିଶୁ ଗଛ ପ୍ରଚୁର ପରିମାଣରେ ଜନ୍ମେ। ମୃତ୍ତିକାବହୁଳ ପ୍ରଦେଶରେ ଯେଉଁ ଶିଶୁ ଗଛ ଜନ୍ମେ ତାହା ପାହାଡ଼ିଆ ଶିଶୁ କାଠ ପରି ଟାଣୁଆ ନୁହେ। ସାଧାରଣତଃ ଶିଶୁକାଠ କଳା ଓ ନାଲି ରଙ୍ଗର ଦେଖାଯାଏ। ଏ କାଠ ଏପରି ଭାରୀ ଯେ, ପାଣିରେ ବୁଡ଼ିଯାଏ। ସବୁ କାଠ ମଧ୍ୟରେ ଏହା ଖୁବ୍ କଠିନ। ଏଥିରେ ଖଟ, ପଲଙ୍କ, ଆଲମାରୀ ଆଦି ତିଆରି ହୁଏ। ଏ କାଠରୁ ଏକପ୍ରକାର ତେଲ ବାହାରେ। ଏହା ଜଳାଯାଏ ଏବଂ ଔଷଧରେ ବ୍ଯବହୃତ ହୁଏ। ଶିଶୁ ଗଛ ବଢ଼ିବା ସମୟରେ ଭୂମିରୁ ମାଟି ଓ ପଥର ଇତ୍ୟାଦି ଟାଣି ନେଇଥାଏ ଓ ତାହା କାଠ ଚିରିବା ସମୟରେ କାଠ ଭିତରୁ ବାହାରେ। କପିଳ ବର୍ଣ୍ଣର ଶିଶୁକାଠ ତିକ୍ତରସ, ଶୀତବୀର୍ଯ୍ୟ, ଶ୍ରାନ୍ତି- ନିବାରକ ଓ ବାତ, ପୀତ୍ତ, ଜ୍ୱର, ହିକ୍କା ଓ ବମନ ରୋଗରେ ଉପକାର।] — ଏହି ଶିମ୍ବାଦିବର୍ଗର ଉଚ୍ଚ ତରୁବିଶେଷ; ପତ୍ର ଏକୋତ୍ତର; ପର୍ଣ୍ଣ ଅଣ୍ଡାକାର; ବର୍ଷକୁ ବର୍ଷ ଗଛରୁ ପୁରୁଣା ପତ୍ର ଝଡ଼ି ପୁଣି ନୂଆ ପତ୍ର କଅଁଳେ; ଖରାଦିନେ ଫୁଲ ଧରେ; ଏହାର ଛୁଇଁ ଲମ୍ବ ଓ ପ୍ରତ୍ୟେକ ଛୁଇଁରେ1ଠାରୁ3ପର୍ଯ୍ୟନ୍ତ ମଞ୍ଜିଥାଏ ଗଡ଼ଜାତର ପାର୍ବତ୍ୟପ୍ରଦେଶରେ ଶିଶୁ ଗଛ ପ୍ରଚୁର ପରିମାଣରେ ଜନ୍ମେ ମୃତ୍ତିକାବହୁଳ ପ୍ରଦେଶରେ ଯେଉଁ ଶିଶୁ ଗଛ ଜନ୍ମେ ତାହା ପାହାଡ଼ିଆ ଶିଶୁ କାଠ ପରି ଟାଣୁଆ ନୁହେ ସାଧାରଣତଃ ଶିଶୁକାଠ କଳା ଓ ନାଲି ରଙ୍ଗର ଦେଖାଯାଏ ଏ କାଠ ଏପରି ଭାରୀ ଯେ, ପାଣିରେ ବୁଡ଼ିଯାଏ ସବୁ କାଠ ମଧ୍ୟରେ ଏହା ଖୁବ୍ କଠିନ ଏଥିରେ ଖଟ, ପଲଙ୍କ, ଆଲମାରୀ ଆଦି ତିଆରି ହୁଏ ଏ କାଠରୁ ଏକପ୍ରକାର ତେଲ ବାହାରେ ଏହା ଜଳାଯାଏ ଏବଂ ଔଷଧରେ ବ୍ଯବହୃତ ହୁଏ ଶିଶୁ ଗଛ ବଢ଼ିବା ସମୟରେ ଭୂମିରୁ ମାଟି ଓ ପଥର ଇତ୍ୟାଦି ଟାଣି ନେଇଥାଏ ଓ ତାହା କାଠ ଚିରିବା ସମୟରେ କାଠ ଭିତରୁ ବାହାରେ କପିଳ ବର୍ଣ୍ଣର ଶିଶୁକାଠ ତିକ୍ତରସ, ଶୀତବୀର୍ଯ୍ୟ, ଶ୍ରାନ୍ତି- ନିବାରକ ଓ ବାତ, ପୀତ୍ତ, ଜ୍ୱର, ହିକ୍କା ଓ ବମନ ରୋଗରେ ଉପକାର]
  • ଦେ. ବି — 2 କରଣ ବୈଷ୍ଣବମାନଙ୍କର ବଂଶୋପାଧିବିଶେଷ — 2କରଣ ବୈଷ୍ଣବମାନଙ୍କର ବଂଶୋପାଧିବିଶେଷ— 2. A family title of Karaṇa Ba̲i̱pshṇabas
  • ଦେ. ବି — [ଦ୍ର—ପୁରୀ ଜିଲ୍ଲାର ବାଲିପାଟଣା ଗ୍ରାମରେ ଏହି ଉପାଧି— ଧାରୀ କରଣ ବୈଷ୍ଣବ ଅଛନ୍ତି।]