ଶିଳୂଷ Ṡiḻūsha

  • ସଂ. ବି—(ଶିଳ୍ ଧାତୁ=ଅଭ୍ୟାସ କରିବା+କର୍ତ୍ତୃ. ଉଷ) — ଗନ୍ଧର୍ବ ରାଜ ଶୈଳୁଷଙ୍କ ପିତା; ନାଟ୍ୟାଚାର୍ଯ୍ଯ ଋଷିବିଶେଷ — Name of a celebrated music master, said to be a Gandharba
  • ସଂ. ବି—(ଶିଳ୍ ଧାତୁ=ଅଭ୍ୟାସ କରିବା+କର୍ତ୍ତୃ. ଉଷ) — ବେଲଗଛ (ହି. ଶ) — Marmalos tree
  • ସଂ. ବି—(ଶିଳ୍ ଧାତୁ=ଅଭ୍ୟାସ କରିବା+କର୍ତ୍ତୃ. ଉଷ) — ଶୈଳୁଷ (ଦେଖ) — Ṡa̲i̱ḻusha (See)