ଶିଳା Ṡiḻā
- ସଂ. ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ) — ପାଷାଣ; ପଥର — Stone
- ସଂ. ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ) — ମନଃ ଶିଳା — Red arsenic
- ସଂ. ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ) — ବର୍ଷୋପଳ; କୁଆପଥର — Hail stone
- ସଂ. ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ) — [ଉ— ଜଳର ସଙ୍ଗେ ଶିଳାପଡ଼ି, ଶବଦ ମେଘ ଘଡ଼ ଘଡ଼ି। ଜଗନ୍ନାଥ. ଭାଗବତ।]
- ସଂ. ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ) — ଦ୍ୱାରବନ୍ଧର ନିମ୍ନସ୍ଥ କାଠ; ଇରୁଣ୍ଡ ବନ୍ଧ — The lowest piece of wood in the door frame; the door-sill
- ସଂ. ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ) — ସ୍ତମ୍ଭଶୀର୍ଷ (ବିଶ୍ୱକୋଷ) — The capital of a column or a pillar
- ସଂ. ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ) — ପଥରର ବଡ଼ ଖଣ୍ଡ — A block or slab of stone
- ସଂ. ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ) — କପୂର (ହି. ଶ) — Camphor
- ସଂ. ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ) — ଶିଳାଜିତ୍ [ହି. ଶ.] — Asphalt
- ସଂ. ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ) — ଗେରୁ (ହି. ଶ) — Red ochre
- ସଂ. ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ) — ନୀଳ ଗୁଳ୍ମ [ହି. ଶ] — Indigo plant
- ସଂ. ବି—(ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ) — ହରୀତକୀ [ହି. ଶ] — Myrobalan