ଶିରାନା Ṡirānā

  • ଦେ. ବି (ଶିରଃସ୍ଥାନ; ଶିରଃ+ଆଧାନ) — ଶିରିଆନା; ପଲଙ୍କର ମୁଣ୍ଡଆଡ଼େ ଲାଗିଥିବା କାରୁକାର୍ଯ୍ୟଯୁକ୍ତ ବାଡ଼ — A piece of artistically wrought frame or raised bar attached to the head of a bedstead