ଶିବାଳୟ Ṡibāḻaya

  • ସଂ. ବି ( 6 ଷ୍ଠୀ ତତ୍; ଶିବ+ଆଳୟ) — ଶିବ ମନ୍ଦିର — Temple of Ṡiba
  • ସଂ. ବି ( 6 ଷ୍ଠୀ ତତ୍; ଶିବ+ଆଳୟ) — (ଶିବ+ଆଳଯ) ଶ୍ମଶାନ — Cremation ground (literally abode of Ṡibā-jackals)
  • ସଂ. ବି ( 6 ଷ୍ଠୀ ତତ୍; ଶିବ+ଆଳୟ) — ରକ୍ତ ତୁଳସୀ — The red variety of basil plant