ଶିବକ Ṡibaka

  • ସଂ. ବି — କଣ୍ଟା — Nail
  • ସଂ. ବି — କୀଳକ — Peg
  • ସଂ. ବି — ଗୋରୁମାନଙ୍କ ଗାତ୍ର କଣ୍ଡୁୟନ ନିମିତ୍ତ ଗୋଠରେ ପୋତା ହୋଇଥିବା କୀଳା — Pegs driven into the floor of a cattle-shed for cattle scratching their itching bodies