ଶିଖର Ṡikhara
- ସଂ. ବି. (ଶିଖା=ଚୂଡ଼ା+ଅଛି ଅର୍ଥରେ ର) — ପର୍ବତ ଶୃଙ୍ଗ — Mountain summit
- ସଂ. ବି. (ଶିଖା=ଚୂଡ଼ା+ଅଛି ଅର୍ଥରେ ର) — ବୃକ୍ଷାଗ୍ର — Tree-top
- ସଂ. ବି. (ଶିଖା=ଚୂଡ଼ା+ଅଛି ଅର୍ଥରେ ର) — ଖଡ୍ଗର ଅଗ ବା ମୁନ — The point of a sword
- ସଂ. ବି. (ଶିଖା=ଚୂଡ଼ା+ଅଛି ଅର୍ଥରେ ର) — ଅଗ୍ରଭାଗ — Top
- ସଂ. ବି. (ଶିଖା=ଚୂଡ଼ା+ଅଛି ଅର୍ଥରେ ର) — ପକ୍ୱ ଡାଳିମ୍ବ ବୀଜ ସଦୃଶ ବର୍ଣ୍ଣ ବିଶିଷ୍ଟ ରତ୍ନ ବିଶେଷ — A species of garnet of the colour of ripe pomegranate seeds
- ସଂ. ବି. (ଶିଖା=ଚୂଡ଼ା+ଅଛି ଅର୍ଥରେ ର) — ରୋମାଞ୍ଚ; ପୁଲକ — Horripilation; the standing of the hairs of the body on their ends
- ସଂ. ବି. (ଶିଖା=ଚୂଡ଼ା+ଅଛି ଅର୍ଥରେ ର) — କକ୍ଷ; କୋଠରି — A room; compartment
- ସଂ. ବି. (ଶିଖା=ଚୂଡ଼ା+ଅଛି ଅର୍ଥରେ ର) — ଶୁଷ୍କତୃଣ — Hay; dry grass
- ସଂ. ବି. (ଶିଖା=ଚୂଡ଼ା+ଅଛି ଅର୍ଥରେ ର) — ମନ୍ଦିରର ଗୋଜିଆ ଚୂଡ଼ା (ହି.ଶ.) — The spire of a temple
- ସଂ. ବି. (ଶିଖା=ଚୂଡ଼ା+ଅଛି ଅର୍ଥରେ ର) — ଗୁମ୍ବଜ (ହି. ଶ.) — Dome
- ସଂ. ବି. (ଶିଖା=ଚୂଡ଼ା+ଅଛି ଅର୍ଥରେ ର) — ଅସ୍ତ୍ର ବିଶେଷ (ହି.ଶ.) — A kind of weapon
- ସଂ. ବି. (ଶିଖା=ଚୂଡ଼ା+ଅଛି ଅର୍ଥରେ ର) — କୁନ୍ଦକଳିକା (ହି.ଶ.) — Bud of Kunda flower