ଶିକ୍ Ṡik
- ଦେ. ବୈଦେ. ବି (ସଂ. ଶଳାକା ବା ଶିଖା ଫା. ସୀଖ୍) — ଲୁହାର ସରୁ ଯଷ୍ଟି ବା ଦଣ୍ଡ — Thin iron rod
- ଦେ. ବୈଦେ. ବି (ସଂ. ଶଳାକା ବା ଶିଖା ଫା. ସୀଖ୍) — ଶିଖ୍ (ଦେଖ) — Ṡikh (See)
- ବୈଦେ. ବି (ଫା) — ଯଷ୍ଟି ଆକାର ବିଶିଷ୍ଟ ପୂର୍ବକାଳରେ ପ୍ରଚଳିତ ଦେଶୀ ବନ୍ଧୁକ — A kind of old country gun as thin as a rod