ଶିକାର Ṡikāra

  • ଦେ.ଓ ବୈଦେ. ବି—(ସଂ. ଶ୍ରୀକାରୀ=ମୃଗବିଶେଷ; ଫା. ଶୀକାର=ମୃଗୟାଲବ୍ଧ ଜୀବ) — ମୃଗୟା — Hunting chase
  • ଦେ.ଓ ବୈଦେ. ବି—(ସଂ. ଶ୍ରୀକାରୀ=ମୃଗବିଶେଷ; ଫା. ଶୀକାର=ମୃଗୟାଲବ୍ଧ ଜୀବ) — ମୃଗୟାର୍ଥ— ପଶୁ — A beast of prey for hunting