ଶିକଳ Ṡikaḻa

  • ଦେ. ବି—(ସଂ. ଶୃଙ୍ଖଳ) — ଶିକୁଳା; ଶିକୁଳି — Chain
  • ଦେ. ବି—(ସଂ. ଶୃଙ୍ଖଳ) — [ଉ—ଦନ୍ତ କଟକ ତୁଙ୍ଗ ପୃଥୁଳ କାୟ ଶିକଳା ଧାତୁ ଧାରେ ଶୋହି। ଭଞ୍ଜ— କୋଟିବ୍ରହ୍ମାଣ୍ଡସୁନ୍ଦରୀ।]