ଶିଆର Ṡiāra
- ଦେ. ବି [ସଂ. ଶୀତା] — ହଳଦ୍ୱାରା କ୍ଷେତରେ ଖୋଳି— ହେବା ଗୋହିରି; ଲଙ୍ଗଳ କର୍ଷିତ ରେଖା; ଲାଙ୍ଗଳପଦ୍ଧତି — Furrow
- ଦେ. ବି [ସଂ. ଶୀତା] — ଶିଆର ପରି ଚିହ୍ନ ବା ଲମ୍ବାଗାତ — Furrow like grooves
- ଦେ. ବି [ସଂ. ଶୀତା] — କେଶକୁ ଫାଳ କରିବା ଯୋଗୁଁ ମୁଣ୍ଡରେ ରହିବା ଚିହ୍ନ; ମାଙ୍ଗ; ଟେରୀ — Parting line of plaited hair