ଶିଅଳ Ṡiaḻa
- ଦେ. ବି—(ସଂ. ଶୃଙ୍ଖଳ; ଏମାନେ ଅଣ୍ଟାକୁ ଓ ଗୋଡ଼କୁ ଖଜୁରି ଗଛ ସଙ୍ଗେ ଶୃଙ୍ଖଳବଦ୍ଧ କରି ଗଛରେ ଚଢ଼ନ୍ତି) — ନୀଚ ହିନ୍ଦୁ ଜାତି ବିଶେଷ, ଯେଉଁମାନେ ତାଳ ଓ ଖଜୁରି ଗଛ କାଟି ତାଡ଼ି ବାହାର କରନ୍ତି (ଏମାନେ ମଧ୍ୟ ତାଡ଼ି ବିକନ୍ତି) — A low Hindu caste Which extracts toddy from palmyra and date palm trees
- ଦେ. ବି—(ସଂ. ଶୃଙ୍ଖଳ; ଏମାନେ ଅଣ୍ଟାକୁ ଓ ଗୋଡ଼କୁ ଖଜୁରି ଗଛ ସଙ୍ଗେ ଶୃଙ୍ଖଳବଦ୍ଧ କରି ଗଛରେ ଚଢ଼ନ୍ତି) — ତାଡ଼ି ବିକ୍ରୟୀ — A toddy dealer
- ଦେ. ବି—(ସଂ. ଶୃଙ୍ଖଳ; ଏମାନେ ଅଣ୍ଟାକୁ ଓ ଗୋଡ଼କୁ ଖଜୁରି ଗଛ ସଙ୍ଗେ ଶୃଙ୍ଖଳବଦ୍ଧ କରି ଗଛରେ ଚଢ଼ନ୍ତି) — (ସଂ. ଶଲ୍ୟ) ହଳର ଯୁଆଳିର ଅଗରେ ଥିବା କୀଳକ; ଯୁଗକୀଳକ, ଯହିଁରେ ଯୁଗବାହୀ ପଶୁଙ୍କ ପଘାକୁ ଅଟକାଯାଏ — Pins attached to the ends of the yoke of the plough to which the neck-rope of the bullocks are attached
- ଦେ. ବି—(ସଂ. ଶୃଙ୍ଖଳ; ଏମାନେ ଅଣ୍ଟାକୁ ଓ ଗୋଡ଼କୁ ଖଜୁରି ଗଛ ସଙ୍ଗେ ଶୃଙ୍ଖଳବଦ୍ଧ କରି ଗଛରେ ଚଢ଼ନ୍ତି) — [ଦ୍ର—ଶଗଡ଼ର ଯୁଆଳିର ଅଗରେ ଉପର ଆଡ଼ୁ ମରା ହୋଇଥିବା ହୁଗୁଳା କୀଳାକୁ ବାକୁଲି ଓ ହଳର ଯୁଆଳିର ଅଗକୁ କିଛିଦୂର ଛାଡ଼ି ତଳ ଆଡ଼ୁ ମରା ହୋଇଥିବା ଦୃଢ଼ କୀଳାକୁ ଶିଅଳ କହନ୍ତି।]