ଶିଂଘା Ṡiṁghā

  • ଦେ. ବି—(ସଂ. ଶୃଙ୍ଗ) — ମହିଷ ଶୃଙ୍ଗ ନିର୍ମିତ ବାଦ୍ୟ (ଏହାର ଅଗ୍ରଭାଗସ୍ଥ ଛିଦ୍ର ବାଟେ ଫୁଙ୍କିଲେ ଶଙ୍ଖ ପରି ଶବ୍ଦ ହୁଏ) — An instrument for blowing made of horn; horn
  • ଦେ. ବି—(ସଂ. ଶୃଙ୍ଗ) — [ଉ— ପୃଥୁଙ୍କ ସଂଗ୍ରାମ ଶିଂଗା ଘୋଷି ବଜ୍ର ଘୋଷେ। ରାଧାନାଥ ମହାଯାତ୍ରା।]