ଶାୟିତ Ṡāyita

  • ସଂ. ବିଣ.—(ଶୀ ଧାତୁ ଣିଚ=ଶାୟିଧାତୁ=ଶୁଆଇବା+କର୍ମତ ଯାହାକୁ ଶୁଆଇ ଦିଆଯାଇଥାଏ — Caused to sleep; laid to sleep
  • ସଂ. ବିଣ.—(ଶୀ ଧାତୁ ଣିଚ=ଶାୟିଧାତୁ=ଶୁଆଇବା+କର୍ମତ ଭୂମିରେ ନିପାତିତ — Felled to the ground; made to fall; laid down