ଶାଳୀନ Ṡāḻina

  • ସଂ. ବିଣ.ପୁଂ—(ଶାଳା=ଗୃହ+ଯୋଗ୍ୟର୍ଥେ ଈନ, ଯେ ଗୃହକୁ ପ୍ରବେଶ କରିବାର ଯୋଗ୍ୟ ଅଟେ) ବିନୀତ — Humble
  • ସଂ. ବିଣ.ପୁଂ—(ଶାଳା=ଗୃହ+ଯୋଗ୍ୟର୍ଥେ ଈନ, ଯେ ଗୃହକୁ ପ୍ରବେଶ କରିବାର ଯୋଗ୍ୟ ଅଟେ) ଭଦ୍ର; ନମ୍ର — Gentle
  • ସଂ. ବିଣ.ପୁଂ—(ଶାଳା=ଗୃହ+ଯୋଗ୍ୟର୍ଥେ ଈନ, ଯେ ଗୃହକୁ ପ୍ରବେଶ କରିବାର ଯୋଗ୍ୟ ଅଟେ) ଲଜ୍ଜାଶୀଳ; ସଲଜ୍ଜ — Coy; modest
  • ସଂ. ବିଣ.ପୁଂ—(ଶାଳା=ଗୃହ+ଯୋଗ୍ୟର୍ଥେ ଈନ, ଯେ ଗୃହକୁ ପ୍ରବେଶ କରିବାର ଯୋଗ୍ୟ ଅଟେ) ତୁଲ୍ୟ; ସଦୃଶ୍ୟ — Similar;
  • ସଂ. ବିଣ.ପୁଂ—(ଶାଳା=ଗୃହ+ଯୋଗ୍ୟର୍ଥେ ଈନ, ଯେ ଗୃହକୁ ପ୍ରବେଶ କରିବାର ଯୋଗ୍ୟ ଅଟେ) ଶାଳା ସମ୍ବନ୍ଧୀୟ — Relating to house
  • ସଂ. ବିଣ.ପୁଂ—(ଶାଳା=ଗୃହ+ଯୋଗ୍ୟର୍ଥେ ଈନ, ଯେ ଗୃହକୁ ପ୍ରବେଶ କରିବାର ଯୋଗ୍ୟ ଅଟେ) ଧନବାନ୍ (ହି.ଶ) — Rich
  • ସଂ. ବିଣ.ପୁଂ—(ଶାଳା=ଗୃହ+ଯୋଗ୍ୟର୍ଥେ ଈନ, ଯେ ଗୃହକୁ ପ୍ରବେଶ କରିବାର ଯୋଗ୍ୟ ଅଟେ) ଦକ୍ଷ; ଚତୁର (ହି.ଶ) — Clever; skilful
  • ସଂ. ବି—(ଶାଳି+ଇନ) — ଉତ୍କୃଷ୍ଟ ଧାନ୍ୟ (ବିଶ୍ୱକୋଷ) — Excellent paddy