ଶାଳିତ Ṡaḻita

  • ଦେ. ବିଣ (ସଂ. ଶବଳିତ) — ଚିତ୍ରିତ — Coloured; painted
  • ଦେ. ବିଣ (ସଂ. ଶବଳିତ) — [ଦ୍ର—ବର୍ଣ୍ଣିତ୍ରିବିଧୁଁ ଶାଳିତ ସାଧୁ ହିଙ୍ଗୁଳ କଲା ଶଙ୍ଖେ—ଭଞ୍ଜ ବୈଦେହୀଶବିଳାସ।]