ଶାଲୁକ Ṡāluka

  • ସଂ. ବି (ଶଳ୍ ଧାତୁ=ଗମନ କରିବା+କର୍ମଉକ; ଊକ) — କୁମୁଦ; କଇଁ — Water lily
  • ସଂ. ବି (ଶଳ୍ ଧାତୁ=ଗମନ କରିବା+କର୍ମଉକ; ଊକ) — ପଦ୍ମକନ୍ଦ; ପଦ୍ମାଦିର ମୂଳ; ପଦ୍ମମୂଳ — The tuberous root of lotus
  • ସଂ. ବି (ଶଳ୍ ଧାତୁ=ଗମନ କରିବା+କର୍ମଉକ; ଊକ) — [ଦ୍ର— ବୈଦ୍ଯକ ଅନୁସାରେ ଏହା ମଧୁର ତିକ୍ତରସ, ମଳ ରୋଧକ, ଶୁକ୍ରବର୍ଦ୍ଧକ, କଫଜନକ ଓ ପିତ୍ତ ଶାନ୍ତିକର।]