ଶାମନ Ṡāmana

  • ସଂ. ବି.—(ଶାମି ଧାତୁ+ଭାବ ଅନ) — ଶାନ୍ତି — Peace; tranquility
  • ସଂ. ବି.—(ଶାମି ଧାତୁ+ଭାବ ଅନ) — ମାରଣ; ବଧ — Killing; slaughter
  • ସଂ. ବି.—(ଶାମି ଧାତୁ+ଭାବ ଅନ) — (+କର୍ତ୍ତୃ. ଅନ) ଯମ — The God of death
  • ସଂ. ବିଣ—(ଶମନ+ଅ) — ଯମ ସମ୍ବନ୍ଧୀୟ — Relating to Jama