ଶାବ Ṡāba
- ସଂ. ବିଣ—(ଶବ+ସମ୍ବନ୍ଧର୍ଥେ ଅ) — ଶବ ସମ୍ବନ୍ଧୀୟ — Relating to a corpse
- ସଂ. ବି—(ଶବ ଧାତୁ=ଗମନ କରିବା+କର୍ତ୍ତୃ.ଅ) — ଶାବକ (ଦେଖ) — 2. Sābaka (See)
- ସଂ. ବି—(ଶବ ଧାତୁ=ଗମନ କରିବା+କର୍ତ୍ତୃ.ଅ) — (ଶବ+ଅ)—ମୁର୍ଦ୍ଦାର (ହି.ଶ) — Dead body
- ସଂ. ବି—(ଶବ ଧାତୁ=ଗମନ କରିବା+କର୍ତ୍ତୃ.ଅ) — ମାଟିଆ ବର୍ଣ୍ଣ [ହି.ଶ] — Brown colour
- ସଂ. ବି—(ଶବ ଧାତୁ=ଗମନ କରିବା+କର୍ତ୍ତୃ.ଅ) — ମୃତକାଶୌଚ; ମୃତିକିଆ[ହି.ଶ.] — Impurity said to possess the relations of a dead man
- ସଂ. ବି—(ଶବ ଧାତୁ=ଗମନ କରିବା+କର୍ତ୍ତୃ.ଅ) — ଶ୍ମଶାନ [ହି.ଶ.] — Cremation ground
- ସଂ. ବି—(ଶବ ଧାତୁ=ଗମନ କରିବା+କର୍ତ୍ତୃ.ଅ) — କବର ସ୍ଥାନ — Burial ground