ଶାବରି Ṡābari

  • ଦେ. ବି (ସଂ.ସାବରୀ) — ଖୁବ୍ ପତଳା ଓ ନରମା ହୋଇ ତିଆର କରା ଯାଇଥିବା ଚମଡ଼ା — Chamois leather; tanned and polished fine leather
  • ଦେ. ବି (ସଂ.ସାବରୀ) — [ଦ୍ର— ସାଧାରଣତଃ ଏହା ମେଣ୍ଢା ବା ଛେଳି ଛୁଆଙ୍କ ଚମଡ଼ା ଓ ସାମଏ — (chamois)ନାମକ ଇଉରୋପୀୟପାର୍ବତ୍ୟ ମୃଗର ଚମଡ଼ାରୁ ତିଆରି ହୁଏ ଏଥିଦ୍ୱାରା ସୂକ୍ଷ୍ମ ଧାତୁ ଦ୍ରବ୍ୟ, ପ୍ରଚକ୍ଷୁ, ୱାଚ ଆଦି ପାଲିସ୍ ଓ ନିର୍ମଳ କରାଯାଏ]