ଶାନ ପାଦ Ṡāna pāda

  • ସଂ. ବି.—(ଶାନ+ପାଦ) — ଚନ୍ଦନ ପେଡି — A slab of stone on which sandal paste is ground out
  • ସଂ. ବି.—(ଶାନ+ପାଦ) — ବିନ୍ଧ୍ୟା— ଚଳର ପଶ୍ଚିମସ୍ଥ ପର୍ବତ ବିଶେଷ; ପାରପାତ୍ର ପର୍ବତ (ହି. ଶ) — Name of a mountain to the west of the Bindhya hills