ଶାତ Ṡāta

  • ସଂ. ବିଣ.—(ଶୋ ଧାତୁ=ତୀକ୍ଷ୍ଣ କରିବା+କର୍ମ.ତ) — ତୀକ୍ଷ୍ଣୀ କୃତ; ଶାଣିତ — Sharpened
  • ସଂ. ବିଣ.—(ଶୋ ଧାତୁ=ତୀକ୍ଷ୍ଣ କରିବା+କର୍ମ.ତ) — ଉଜ୍ଜ୍ୱଳ ଦୀପ୍ତିଶାଳୀ; ଚକଚକିଆ — Shining; bright; glorious; dazzling
  • ସଂ. ବିଣ.—(ଶୋ ଧାତୁ=ତୀକ୍ଷ୍ଣ କରିବା+କର୍ମ.ତ) — ସୁନ୍ଦର — Beautiful
  • ସଂ. ବିଣ.—(ଶୋ ଧାତୁ=ତୀକ୍ଷ୍ଣ କରିବା+କର୍ମ.ତ) — ସରୁ; କ୍ଷୀଣ — Emaciated; slender
  • ସଂ. ବିଣ.—(ଶୋ ଧାତୁ=ତୀକ୍ଷ୍ଣ କରିବା+କର୍ମ.ତ) — ସୁଖୀ — Happy
  • ସଂ. ବିଣ.—(ଶୋ ଧାତୁ=ତୀକ୍ଷ୍ଣ କରିବା+କର୍ମ.ତ) — ପତିତ — Fallen
  • ବି — ସୁଖ — Happiness
  • ବି — [ଉ—ଆରେ ଶଶିହାସି ! ଶାତ—ପ୍ରବାହେ ଗଲାଇଁ ଦୁହେଁ ଭାସି—କବିସୂର୍ଯ୍ୟ ସଙ୍ଗୀତ।]
  • ବି — ପତନ — Falling
  • ବି — ପାତନ — Letting fall; felling
  • ବି — ଧାତୁରା (ହି. ଶ) — Datura Fustosa (plant)