ଶାଣିତ Ṡāṇita

  • ସଂ. ବିଣ—(ଶାଣ+ଇତ ବା ଶଣ୍ ଧାତୁ ଣିଚ୍+କର୍ମ. ତ) — ତୀକ୍ଷ୍ଣୀକୃତ; ଶାଣ ଦିଆ ଯାଇଯାଇ ଦାଢୁଆ କରାଯାଇ ଥିବା — Whetted; sharpened
  • ସଂ. ବିଣ—(ଶାଣ+ଇତ ବା ଶଣ୍ ଧାତୁ ଣିଚ୍+କର୍ମ. ତ) — କଷଟି ପଥରରେ କଷା ହୋଇଥିବା (ହି. ଶ) — Tested with touchstone