ଶାଙ୍ଗ Ṡaṅga

  • ଦେ. ବି—(ସଂ. ଶଙ୍କ; ଶକ୍ତି) — ଖୁବ୍ ଭାରି ଓ ଲମ୍ବ ପଥରକୁ ବା କାଠକୁ ସ୍ଥାନାନ୍ତରିତ କରିବାକୁ ହେଲେ ତାହାକୁ ଦଉଡିରେ ଝୁଲାଇ ସେହି ଦଉ— ଡିରେ ଯେଉଁ ଏକ ବା ଏକାଧିକ ଦଣ୍ତ ଗଳା ଯାଇଥିଏ — A pole from which heavy logs or stones are suspended and which is carried by the shoulders of pairs of men
  • ଦେ. ବି—(ସଂ. ଶଙ୍କ; ଶକ୍ତି) — [ଦ୍ର—ଏହି ଦଣ୍ଡର ଦୁଇ ମୁଣ୍ଡକୁ ଲୋକେ କାନ୍ଧରେ ରଖି ଉକ୍ତ ଭାରି ଜିନିଷକୁ ସ୍ଥାନାନ୍ତରିତ କରନ୍ତି। ବହୁତଲମ୍ବ କଡ଼ି ଓ ପଥର ଓ ଖୁଣ୍ଟ ଆଦିର ଏକାଧିକ ସ୍ଥାନକୁ ଦଉଡ଼ିରେ ବାନ୍ଧି ସେ ଦଉଡ଼ିରେ ଏକାଧିକ ଶାଙ୍ଗି ପୂରାଇ ସେହି ଶାଙ୍ଗି— ମାନଙ୍କୁ ଦୁଇ ମୁଣ୍ଡକୁ ମନୁଷ୍ୟ କାନ୍ଧାନ୍ତି। ବଡ଼ ବଡ଼ ପଥର ଓ କାଠ ପାଇଁ ଏକାଧିକ ଶାଙ୍ଗି ଦରକାର ହୁଏ।]