ଶାଖ Ṡākha

  • ସଂ. ବି—(ଶାଖ ଧାତୁ+କର୍ତ୍ତୃ. ଅ) — କାର୍ତ୍ତିକେୟ (ହି. ଶ) — Kārttikeya
  • ସଂ. ବି—(ଶାଖ ଧାତୁ+କର୍ତ୍ତୃ. ଅ) — ଅଂଶ; ଭାଗ (ହି. ଶ) — Part
  • ସଂ. ବି—(ଶାଖ ଧାତୁ+କର୍ତ୍ତୃ. ଅ) — କରଞ୍ଜ (ହି. ଶ) — Pongamia Glabra (tree)