ଶାକରୀ Ṡākarī

  • ସଂ. ବି—(ଶକାର=ମୂର୍ଖ ଓ ଦୁଷ୍କୁଳ ଜାତ ବ୍ଯକ୍ତି+ଅ+ଈ; ନିପାତନ) — ପ୍ରାକୃତ ଭାଷା; ଇତରଜନବ୍ଯବହୃତ ଭାଷା — The vulgar language; the language used by the common people; a spoken dialect