ଶାକରା Ṡākarā

  • ଦେ. ବି (ସଂ. ଶର୍କରା) — ଶାକର (ଦେଖ) — Ṡākara (See)
  • ଦେ. ବି (ସଂ. ଶର୍କରା) — ଏକ ପ୍ରକାରର ଖଜା; (ଏହା କନ୍ଦ ବା ଗୁଡ଼ର ଦ୍ରବ ଦ୍ୱାରା ପ୍ରସ୍ତୁତ। ଦ୍ରବ ଅବସ୍ଥାରେ ଏହାକୁ ଛାଞ୍ଚରେ ଢାଳିବା ପରେ ଶୁଖାଇ ଟାଣ କରାଯାଏ] — A caker made by pouring liquid sugar into moulds and then drying it up in air