ଶାଈପ୍ୟ Ṡāipya

  • ଗ୍ରା. ବି.—[ସଂ. ଶାପ] — ଅଭିଶାପ — Curse
  • ଗ୍ରା. ବି.—[ସଂ. ଶାପ] — [ଉ—ଜାଣି ନ ପାରନ୍ତି ବଅସ ଧାପେ, ଏବେ ମରୁଅଛି ଗୁରୁ ଶାଇପେ। ଢଗ।]