ଶହେ Ṡahe

  • ଦେ. ବି ଓ ବିଣ (ସଂ. ଶତ) — ଏକ ଶତ — One hundred
  • ଦେ. ବି ଓ ବିଣ (ସଂ. ଶତ) — [ଦ୍ର—ପୁରୀ ଜିଲ୍ଲାରେ କାରବାରରେ ଶହେ ନଡ଼ିଆର ଅର୍ଥ ଏକଶହ ନଡ଼ିଆ ନୁହେଁ; ଶହେ ନଡ଼ିଆର ଅର୍ଥ କ ।୦୷ 12 ବା 288 ଗୋଟା ନଡ଼ିଆ।] — [ଦ୍ର—ପୁରୀ ଜିଲ୍ଲାରେ କାରବାରରେ ଶହେ ନଡ଼ିଆର ଅର୍ଥ ଏକଶହ ନଡ଼ିଆ ନୁହେଁ; ଶହେ ନଡ଼ିଆର ଅର୍ଥ କ ୦୷12ବା288ଗୋଟା ନଡ଼ିଆ]