ଶହଳ Ṡa-haḻa

  • ଦେ. ବି—(ସଂ. ଶଲ୍ୟ) — ଲଙ୍ଗଳର ଅଂଶବିଶେଷ; ହଳର ଯୁଆଳିରେ ବଳଦଙ୍କ କାନ୍ଧ ରହିବା ଅଂଶର ଭିତର ଆଡ଼କୁ ତଳ ଆଡ଼ୁ ଲାଗିଥିବା କାଷ୍ଠର କୀଳକ; ଯୁଗ କୀଳକ — Pins set near both the ends of the yoke of a plough within which and the ends of the yoke the bullocks are yoked