ଶହର Ṡa-hara
- ଦେ. ବି. ପୁଂ (ସଂ. ଶବର) — ଶବର (ଦେଖ) — Ṡabara (See)
- ଦେ. ବି. ପୁଂ (ସଂ. ଶବର) — ଗଡ଼ଜାତର ପାର୍ବତ୍ୟ ଅନାର୍ଯ୍ଯ ଜାତିବିଶେଷ — A caste of aborigines of the Garjats
- ଦେ. ବି. ପୁଂ (ସଂ. ଶବର) — [ଉ—ଏମାନେ ମଧ୍ୟ ମୋଗଲବନ୍ଦୀରେ ଅସ୍ପୃଶ୍ୟଜାତି ରୂପେ ଗଣ୍ୟ।]
- ଦେ. ବି. ପୁଂ (ସଂ. ଶବର) — ସହର (ଦେଖ) — Sahara (See)