ଶସ୍ୟଳ Ṡasyaḻa

  • ସଂ. ବିଣ. ପୁଂ (ଶସ୍ୟ+ଲା ଧାତୁ=ଗ୍ରହଣ କରିବା+ଅ) — ଶସ୍ୟପୂର୍ଣ୍ଣ; ପ୍ରଚୁର ଶସ୍ୟପୂର୍ଣ୍ଣ; ଶସ୍ୟାଶାଳୀ — Full of growing corn