ଶଷ୍ପ Ṡashpa

  • ସଂ. ବି—(ଶସ୍ ଧାତୁ+କର୍ମ ପ; ଯାହା ପଶୁ ଆଦିଙ୍କ କ୍ଷୁଧା ନାଶ କରେ) — (ବୈଦ୍ଯକ) ନୀଳଦୂର୍ବା; ହରିତ ଦୂର୍ବା — A species of green grass
  • ସଂ. ବି—(ଶସ୍ ଧାତୁ+କର୍ମ ପ; ଯାହା ପଶୁ ଆଦିଙ୍କ କ୍ଷୁଧା ନାଶ କରେ) — ବାଳ— ତୃଣ; ନବତୃଣ — New grass; young grass
  • ସଂ. ବି—(ଶସ୍ ଧାତୁ+କର୍ମ ପ; ଯାହା ପଶୁ ଆଦିଙ୍କ କ୍ଷୁଧା ନାଶ କରେ) — କଅଁଳ ଘାସ — Tender grass
  • ସଂ. ବି—(ଶସ୍ ଧାତୁ+କର୍ମ ପ; ଯାହା ପଶୁ ଆଦିଙ୍କ କ୍ଷୁଧା ନାଶ କରେ) — ପ୍ରତିଭାର ହାନି — Loss of talents
  • ସଂ. ବି—(ଶସ୍ ଧାତୁ+କର୍ମ ପ; ଯାହା ପଶୁ ଆଦିଙ୍କ କ୍ଷୁଧା ନାଶ କରେ) — ବୁଦ୍ଧିର ନାଶ — Loss of understanding
  • ସଂ. ବି—(ଶସ୍ ଧାତୁ+କର୍ମ ପ; ଯାହା ପଶୁ ଆଦିଙ୍କ କ୍ଷୁଧା ନାଶ କରେ) — ବିଶ୍ୱାସହାନି (ବିଶ୍ୱକୋଷ) — Loss of confidence