ଶଳା Ṡaḻā

  • ସଂ. ବି. (ଶଳ୍ ଧାତୁ+କର୍ତ୍ତୃ. ଅ+ଆ) — ଶଳାକା; ଖଡ଼ିକା; ସରୁ କାଠି (ବିଶ୍ୱକୋଷ) — A thin twig
  • ଦେ. ବି. (ସଂ. ଶ୍ୟାଳକ) — ଶ୍ୟାଳକ — Wife's brother
  • ଦେ. ବି. (ସଂ. ଶ୍ୟାଳକ) — [ଦ୍ର—ଶଳାର ସ୍ତ୍ରୀଙ୍କ ଶଳା ଭାଉଜ ଓ ଆପଣା ସ୍ତ୍ରୀର ସାନ ଭଉଣୀଙ୍କୁ ଶାଳୀ ଏବଂ ବଡ଼ ଭଉଣୀଙ୍କୁ ଦେଢ଼ଶାଶୁ ବୋଲାଯାଏ।]
  • ଦେ. ବି. (ସଂ. ଶ୍ୟାଳକ) — ଗାଳି ବିଶେଷ — A term of abuse