ଶଲ୍ୟକ Ṡalyaka

  • ସଂ. ବି.—(ଶଲ୍ୟ+ଅଛି ଅର୍ଥରେ. କ) — ଝିଙ୍କ — Porcupine
  • ସଂ. ବି.—(ଶଲ୍ୟ+ଅଛି ଅର୍ଥରେ. କ) — କଣ୍ଟାଗଛ — A thorny plant or tree
  • ସଂ. ବି.—(ଶଲ୍ୟ+ଅଛି ଅର୍ଥରେ. କ) — ମଦନ ବୃକ୍ଷ; ମହଣବୃକ୍ଷ — A tree; Randia Dumetorum; Bushy Gardenia
  • ସଂ. ବି.—(ଶଲ୍ୟ+ଅଛି ଅର୍ଥରେ. କ) — ଖଇର (ହି. ଶ) — Catechu
  • ସଂ. ବି.—(ଶଲ୍ୟ+ଅଛି ଅର୍ଥରେ. କ) — ଜଳଙ୍ଗ ମାଛ (ହି. ଶ) — Silunda Gangetica (fish)
  • ସଂ. ବି.—(ଶଲ୍ୟ+ଅଛି ଅର୍ଥରେ. କ) — ଲୋଧ୍ରବୃକ୍ଷ (ହି. ଶ) — Simplocos Racemosus
  • ସଂ. ବି.—(ଶଲ୍ୟ+ଅଛି ଅର୍ଥରେ. କ) — ବିଳ୍ୱବୃକ୍ଷ (ହି. ଶ) — Bilwa tree